ଷ୍ଟେମ ଲ୍ୟାବ ମାଧ୍ୟମରେ ବିମାନ ସମ୍ପର୍କିତ ବିଭିନ୍ନ ମୌଳିକ ଜ୍ଞାନ କୌଶଳ ବିଷୟରେ ତାଲିମ ପାଇବେ ଛାତ୍ରୀ । ସମ୍ବଲପୁରରେ 3ଟି ଥିବା ବେଳେ ବରଗଡ଼ ଜିଲ୍ଲାରେ ଗୋଟିଏ ଷ୍ଟେମ ଲ୍ୟାବ ରହିଛି ।