ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ ଟେକ୍ନୋଲୋଜିରେ ଖୋଲିବ ରାଜ୍ୟର ପ୍ରଥମ AIML ଲ୍ୟାବ । MCL ପକ୍ଷରୁ ଆସନ୍ତା ଫେବୃଆରୀ 15ରେ ଆୟୋଜିତ ହେବ ହାଫ୍ ମାରାଥନ ।