ମେଳା ମହୋତ୍ସବ ଦେଖି ଆସୁଥିବା ଲୋକମାନଙ୍କ ଘରକୁ ଟାର୍ଗେଟ କରି କଳାକନା ବୁଲାଉଥିଲେ ଏହି ଲୁଟେରା । ରାତିରେ ଘରେ ପଶି ଲୁଟ୍ କରୁଥିଲେ ।