ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ପୁଅ ଆୟୂଷ ମଜୁମଦାର ଦେଲେ ମୁଖାଗ୍ନି । ଗାୟକଙ୍କୁ ଝୁରୁଛନ୍ତି ପରିବାର ସମେତ କଳାକାର ଓ ଫ୍ୟାନ୍ସ ।