ପ୍ରହଲ୍ଲାଦ ଚରିତ୍ରକୁ ବର୍ଷବର୍ଷ ଧରି ମଞ୍ଚରେ ପରିବେଷଣ କରି ଆସୁଛନ୍ତି । ସେଇକଳା ଆଜି ତାଙ୍କୁ ଦେଇଛି ସମ୍ମାନ, ସ୍ୱୀକୃତି । ଆଜି ତାଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ ।