1996ରୁ ଆଦିବାସୀଙ୍କ ମାତୃଭାଷା, ସାହିତ୍ୟ, ସଂସ୍କୃତି ଓ ଚେତନା ଉଜ୍ଜୀବିତ ଲକ୍ଷ୍ୟରେ କାମ କରିଆସୁଛନ୍ତି ଡକ୍ଟର ମହେନ୍ଦ୍ର ମିଶ୍ର । ବହୁ ଭାଷା ଶିକ୍ଷା ଦିଗରେ ଅତୁଳନୀୟ ଅବଦାନ ପାଇଁ ପାଇବେ ପଦ୍ମଶ୍ରୀ ପୁରସ୍କାର।