ଏଥର ବି ଯାତ୍ରା ମହାକୁମ୍ଭରେ ଅଶ୍ଲୀଳତାକୁ ନା । ଲକ୍ଷ୍ମଣ ରେଖା ଡେଇଁଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ସାମ୍ବାଦିକ ସମ୍ମିଳନୀ କରି ଚେତାଇଲେ ବିଧାୟକ ବାବୁ ସିଂ ।