Surprise Me!

ପୋଷଣ, ପରମ୍ପରା ଓ ପରିଚୟ; ଫୁଡ ଫେଷ୍ଟିଭାଲରେ କାଇଚଟଣୀର ବଢୁଛି ଚାହିଦା

2026-01-27 29 Dailymotion

ଜଙ୍ଗଲ ମଧ୍ୟରେ ସୀମିତ ଥିବା କାଇଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି ।

Buy Now on CodeCanyon