ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲା । ପକ୍ଷ ରଖିଲା ଶ୍ରୀମନ୍ଦିର ପ୍ରଶାସନ । ରତ୍ନ ଗଣତି ମଣତି ପାଇଁ ପ୍ରସ୍ତୁତ ସରିଛି ଏସ୍ଓପି ।