ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବି: ଆନ୍ଦୋଳନରେ ସରକାରୀ ବ୍ୟାଙ୍କ କର୍ମଚାରୀ, ହରଡ଼ଘଣାରେ ଗ୍ରାହକ
2026-01-27 2 Dailymotion
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ପାଳନ ପାଇଁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ବ୍ୟାଙ୍କ ଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ।