ଐତିହ୍ୟ ଗାଁ ରଘୁରାଜପୁର; ପର୍ଯ୍ୟଟକଙ୍କ ରାତ୍ରି ରହଣି ନାହିଁ ପର୍ଯ୍ୟାପ୍ତ ବ୍ୟବସ୍ଥା
2026-01-28 52 Dailymotion
ଐତିହ୍ୟ ଗ୍ରାମ ରଘୁରାଜପୁର । ଗ୍ରାମୀଣ ପର୍ଯ୍ୟଟନ କ୍ଷେତ୍ର ପାଇଁ ନାହିଁ ଆବଶ୍ୟକ ପର୍ଯ୍ୟାପ୍ତ ଭିତ୍ତିଭୂମି । ଗାଁରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ନାହିଁ ଆବଶ୍ୟକୀୟ ବ୍ୟବସ୍ଥା ।