ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ ଉଦଘାଟିତ ହୋଇଛି । ପରମ୍ପରା, ସଂସ୍କୃତି ଏବଂ ଆଧୁନିକତାର ମିଶ୍ରଣ ସହିତ ଆରମ୍ଭ ହୋଇଛି ମହୋତ୍ସବ ।