ବୋଲଗଡ଼ ବିଡ଼ିଓଙ୍କ ବଦଳି ଦାବିରେ ବୋଲଗଡରେ ବିରାଟ ଶୋଭାଯାତ୍ରା । ଏକାଠି ହେଲେ ଶହ ଶହ ଜନସାଧାରଣ । ବଜାର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର ।