ପରୀକ୍ଷା ପେ ଚର୍ଚ୍ଚା ଓ ବୀର୍ ଗାଥା ଭଳି ଜାତୀୟ କାର୍ଯ୍ୟକ୍ରମରେ ଚମକିଲେ ବ୍ରହ୍ମପୁର ଛାତ୍ରୀ ବ୍ରିନ୍ଦାରାଣୀ
2026-01-28 94 Dailymotion
ପରୀକ୍ଷା ପେ' ଚର୍ଚ୍ଚାରେ ବ୍ରିନ୍ଦାଙ୍କ ସମେତ ଦେଶରୁ 37 ପିଲା ସାମିଲ ହୋଇଥିଲେ । ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ବୀର୍ ଗାଥା-5.0ରେ ରାଜ୍ୟର ଦୁଇ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ବିନ୍ଦ୍ରା ଅନ୍ୟତମ ।