ନଡ଼ିଆକତାରୁ ଘର ସଜା ସାମଗ୍ରୀ, ଅବସର ସମୟ ଉପଯୋଗ କରି ଆତ୍ମନିର୍ଭର ୨୫ ମହିଳା
2026-01-29 49 Dailymotion
୨୦୨୪ ଅଗଷ୍ଟ ୧୫ରେ କେନ୍ଦ୍ରାପଡ଼ା ନିକିରାଇ କୁମ୍ଭାର ସାହିରେ ଗଠନ ହୋଇଥିଲା ମହିଳା ଉତ୍ପାଦ ଗୋଷ୍ଠୀ । ନଡ଼ିଆକତାରୁ ୧୦୦ରୁ ଅଧିକ ପ୍ରକାର ସାମଗ୍ରୀ ତିଆରି କରୁଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।