ଦୁଇ ଦିନ ପରେ ଆସିବ ବଜେଟ୍ । ନିର୍ମଳାଙ୍କ ପେଡ଼ି ଉପରେ ଯୁବପିଢିଙ୍କ ଆଖି । ଷ୍ଟାର୍ଟଅପ ପାଇଁ ହାତମୁଠା ଖୋଲିଦେବେ କି ଅର୍ଥମନ୍ତ୍ରୀ ।