ନବଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଦୀପାଳିଙ୍କ ବଡ ବୟାନ, ଆଇନ ମନ୍ତ୍ରୀ କହିଲେ ଖୁବଶୀଘ୍ର ଖୁଲାସା
2026-01-30 1 Dailymotion
ଦୀପାଳିଙ୍କ କହିବା କଥା ନବଦାସଙ୍କ ହତ୍ୟାକାଣ୍ଡ ଦିନ ତାଙ୍କ ପାଖକୁ ଦିନ 12:27ରେ ବାପାଙ୍କ ଫୋନରୁ ମିସ୍ କଲ୍ ଆସିଥିଲା । ଅନ୍ୟପଟେ ହତ୍ୟାକାଣ୍ଡ 12:15ରେ ହୋଇଥିବା ପୋଲିସ FIRରେ ଉଲ୍ଲେଖ ରହିଛି ।