2024-2025 ସୁଦ୍ଧା ୬ ହଜାର ୧୯୪ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷର ଥିମ୍ ‘ସମାଜରେ କୁଷ୍ଠ ରୋଗୀଙ୍କ ସହିତ ଛୁଆଁ ଅଛୁଆଁ ଓ ବେଦଭାବ ନରହିବ’ ।