ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ଜନ୍ମମାଟି ପ୍ରସ୍ତୁତ, ରାଇରଙ୍ଗପୁରକୁ ଦେବେ ବଡ଼ ଭେଟି
2026-01-31 82 Dailymotion
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏବଂ ଯଶିପୁର ଆସୁଛନ୍ତି । ଏସଏସଡି କନ୍ୟାଶ୍ରମ ହୀରକ ଜୟନ୍ତୀ ସମାରେହରେ ସାମିଲ ସହ ଶିମିଳିପାଳ ପରିଦର୍ଶନ କରିବେ।