ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ପରୀ' । ଅତ୍ୟାଚାରିତ ଶିଶୁ ନ୍ୟାୟର କାହାଣୀ ଫିଲ୍ମରେ ଦର୍ଶାଯାଇଥିବା ବେଳେ ସଚେତନତା ବାର୍ତ୍ତା ମଧ୍ୟ ଏଥିରେ ରହିଛି ।