'ବୋଉ ବୁଟୁ ଭୂତ' ପରେ ଆସୁଛି ଆଉ ଏକ ହରର ଥ୍ରୀଲର ଓଡ଼ିଆ ଫିଲ୍ମ 'ମିଡ୍ ନାଇଟ'। ଫିଲ୍ମର ଟ୍ରେଲର ଓ ଅଡିଓ ରିଲିଜ। କେବେ ପରଦାକୁ ଆସିବ ତାହା ବି ପ୍ରକାଶ ପାଇଛି।