Surprise Me!

‘ବର ବଧୂ’ର ଟ୍ରେଲର ଆଉଟ୍, ଦେଖିବାକୁ ମିଳିଲା ଶୈଳେନ୍ଦ୍ର-ଶିବାନୀଙ୍କ ଲଭ କେମେଷ୍ଟ୍ରି

2026-02-02 0 Dailymotion

ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ବର ବଧୂ’ ଟ୍ରେଲର । ପାରିବାରିକ ଜୀବନର ମୂଲ୍ୟବୋଧ ସହ ବେରୋଜଗାର ଉପରେ ବାର୍ତ୍ତା ଦେବ ଫିଲ୍ମ ।

Buy Now on CodeCanyon