Surprise Me!

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଯାଜପୁରରେ ପୋଲିସର ମକଡ୍ରିଲ, ଜିଲ୍ଲାପାଳ-ଏସପି ସାମିଲ

2026-02-02 4 Dailymotion

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଥିବା ବେଳେ ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ବରେ ସମସ୍ତ ପ୍ରୋଟୋକଲ ଓ ପ୍ରଶାସନିକ ବ୍ୟବସ୍ଥାର ତଦାରଖ କରାଯାଉଛି।

Buy Now on CodeCanyon