ସଜେଇ ହେଉଛି ପାହାଡପୁର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ଅପେକ୍ଷାରେ ଶଶୁର ଘର ଗାଁ
2026-02-02 405 Dailymotion
ଆସନ୍ତା ଫେବୃଆରୀ 4ରେ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଚକାଚକ୍ ହେଉଛି ପାହାଡପୁର ଗାଁ । ସ୍କୁଲଠୁ ରାସ୍ତାଘାଟ ସଜେଇ ହେଉଛି ।