ହ୍ୱିଲ ଚେୟାରରୁ ଅଲମ୍ପିକ ଲକ୍ଷ୍ୟ; ସ୍ୱପ୍ନ, ସଂଘର୍ଷ ଓ ସାଧନାର ନାମ ଓମ୍ ପ୍ରକାଶ
2026-02-04 50 Dailymotion
ହତୋତ୍ସାହିତ ହୋଇପଡୁଥିବା ଲୋକଙ୍କ ଲାଗି ପ୍ରେରଣା ଉତ୍ସ ପାଲଟିଛନ୍ତି ଅନ୍ତର୍ଜାତୀୟ ପାରା ଫେନସିଂ କ୍ରୀଡ଼ାବିତ ଓମ ପ୍ରକାଶ ବେହେରା । ବିଶ୍ୱ ପାରା ଫେନସିଂ ଚାମ୍ପିଅନସିପରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।