ନିଆଁ ଲାଗିଲେ 18003457158 ନମ୍ବରରେ କଲ୍ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପିସିସିଏଫ । ଜଙ୍ଗଲ ନିଆଁ ଆୟତ୍ତ ପାଇଁ 20461 ଫାୟାର ଲାଇନ ସୃଷ୍ଟି କରାଯାଇଛି ।