ମିଳୁନି ଟୋକନ, ମଣ୍ଡିରୁ ଉଠୁନି ଧାନ: ଚାଷୀ ସମସ୍ୟା ନେଇ ଗଜପତି ଓ କଳାହାଣ୍ଡିରେ ଗର୍ଜିଲା ବିଜେଡ଼ି
2026-02-04 1 Dailymotion
ଚାଷୀଙ୍କ ଧାନବିକ୍ରିରେ ଅବ୍ୟବସ୍ଥା ପାଇଁ ଗଜପତି ଜିଲ୍ଲାରେ ଆଜି(ବୁଧବାର) ବିଜେଡ଼ି ଗର୍ଜିଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଧାନ ଚାଷୀ ସମସ୍ୟା ବୃଦ୍ଧି ନେଇ ଗତକାଲି (ମଙ୍ଗଳବାର) ବିଜେଡ଼ି ପ୍ରତିବାଦ କରିଛି ।