ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ରାଜ୍ୟ ସରକାର । ଓଡ଼ିଶା ଏବଂ ଛତିଶଗଡ଼ ଜଳ ବିବାଦର ସମାଧାନ ହେବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।