ରାତି ହେଲେ କମୁଛି ରେଳ ଗତି । ଗଜରାଜଙ୍କ ଯୋଗୁଁ ବିଳମ୍ବ ହେଉଛି ଟ୍ରେନ । ରେଳ ଓ ବନ ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ କ'ଣ ପଦକ୍ଷେପ ନିଆଯାଉଛି ?