Surprise Me!

ଝୋଟ ପାଇଁ ଆତ୍ମନିର୍ଭରଶୀଳ ହେଲେ ମହିଳା; ଦିନେ ଘରେ ବସିଥିଲେ, ଆଜି ଝୋଟ କାମ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

2026-02-05 16 Dailymotion

ମହିଳା ପ୍ରଥମେ ଆତ୍ମନିର୍ଭରଶୀଳ ହେବା ପାଇଁ ଟେଲରିଂ କାମ ଶିଖୁଥିଲେ । ତା ପରେ ଆରମ୍ଭ ହୋଇଥିଲା ଝୋଟ ତିଆରି କାମ । ଏବେ ଘରେ ବସି ରୋଜଗାର ହେଉଛି 10ରୁ 15ଲକ୍ଷ ।

Buy Now on CodeCanyon