Surprise Me!

ଅସ୍ତ୍ରଶସ୍ତ୍ର ସହିତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ; କୋରାପୁଟକୁ ମାଓମୁକ୍ତ ଜିଲ୍ଲା ଘୋଷଣା କଲେ ଡିଆଇଜି

2026-02-05 8 Dailymotion

ମମତା ପୋଡିଆମୀ ଆନୁଷ୍ଠାନିକ ଭାବରେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଳିଗୋଳା ସହିତ ଗୋଟିଏ 7.62 ଏମଏମ ଏସଏଲଆର ରାଇଫଲ୍ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Buy Now on CodeCanyon