'ଗୋଦାନ' ଦେଖିଲେ ମୁଖ୍ୟମନ୍ତ୍ରୀ; ଟ୍ୟାକ୍ସ ଫ୍ରି' କଲେ ଘୋଷଣା, ଖୁବଶୀଘ୍ର ଓଡ଼ିଶାରେ ହେବ ଗୋ-ଅନୁସନ୍ଧାନ କେନ୍ଦ୍ର
2026-02-06 1 Dailymotion
ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ' ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜୀ । କର ମୁକ୍ତ କଲେ ଘୋଷଣା । ଓଡ଼ିଶାରେ ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନ କରାଯିବା ନେଇ ଦେଲେ ସୂଚନା ।