ହଜି ଯାଉଛି ବ୍ରହ୍ମପୁର ପାଟର ଚମକ; ଆଧୁନିକତାର ଛାପ ଦେଇ ବଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆଗେଇଲେ ଯୁବପୀଢି
2026-02-06 263 Dailymotion
ପ୍ରଚାର ପ୍ରସାର ବିନା ବ୍ରହ୍ମପୁର ପାଟ ଧୀରେ ଧୀରେ ତାର ପରିଚୟ ହରାଇବାକୁ ଯାଉଛି । ଏହାର ଗୌରବମୟ ପରମ୍ପରାକୁ ସ୍ବୀକୃତି ଦେବା ପାଇଁ ପ୍ରଥମ ପ୍ରୟାସ କରିଛି 'ଲାବଣ୍ୟ' ।