ମହାନଦୀ ବାବଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । ଆଗାମୀ ଦିନ ମହାନଦୀକୁ ନେଇ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଦଳ ।