ବଢୁଛି ପାରଦ କମୁଛି ଶୀତ । ଶୀତର ପ୍ରାଦୁର୍ଭାବ କମ୍ ପଡ଼ିବା ସହିତ ରାଜ୍ୟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।