Surprise Me!

ପୋଲିସ SI ପରୀକ୍ଷା ଜାଲିଆତି: ପୁନଃ ପରୀକ୍ଷା ତାରିଖ ଘୋଷଣାରେ ବିଳମ୍ବ, ଧୈର୍ଯ୍ୟ ହରାଇଲେଣି ଆଶାୟୀ

2026-02-07 1 Dailymotion

ଦିନ ଗଡ଼ିଚାଲିଥିବାବେଳେ ଏସ୍ଆଇ ଆଶାୟୀଙ୍କ ମନବଳ ଭାଙ୍ଗିବାରେ ଲାଗିଛି। ପରୀକ୍ଷା ପାଇଁ ଶାରିରୀକ ଭାବେ ଫିଟ୍ ରହିବା ଚ୍ୟାଲେଞ୍ଜ । ବୟସ ମଧ୍ୟ ଗଡିଯାଉଛି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Buy Now on CodeCanyon