ସମ୍ପୂର୍ଣ୍ଣ ହରର୍ ଅନୁଭୂତିକୁ ନେଇ ‘ମିଡ୍ ନାଇଟ୍’ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଅନ୍ଧାରମୟ ମଧ୍ୟରାତ୍ରିରେ ୩ ବନ୍ଧୁଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।