Surprise Me!

ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଅବକାରୀ ଆଇନ, ଅଧିକାରୀଙ୍କୁ ସଶସ୍ତ୍ର କରାଯିବ; ଆଇନମନ୍ତ୍ରୀ

2026-02-07 0 Dailymotion

ଏନଫୋର୍ସମେଣ୍ଟରେ ଯାଉଥିବା ଅବକାରୀ କର୍ମଚାରୀଙ୍କୁ ଦିଆଯିବ ବଡି କ୍ୟାମେରା। ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ଥାନାକୁ ବଡି କ୍ୟାମେରା ଦିଆଯିବ କହିଲେ ମନ୍ତ୍ରୀ ।

Buy Now on CodeCanyon