କଟକରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରଗରମ ରାଜନୀତି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି ।