ଭୁବନେଶ୍ବରେ ଗଡିଲା ବାଲ୍ୟ ବିବାହ ମୁକ୍ତ ଭାରତ ରଥ । ଲୋକଙ୍କୁ କରାଯିବ ସଚେତନ । ସାମିଲ ହେଲେ 500ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ । ବାଲ୍ୟ ବିବାହକୁ କୁହନ୍ତୁ ନା ।