ଦାନହୁଣ୍ଡିରୁ ଟଙ୍କା ଠାରୁ ଆରମ୍ଭ କରି ସୁନା ଅଳଙ୍କାର ଠାରୁ ରୂପା ଓ ବିଦେଶୀ ଟଙ୍କା ମିଳିଥିବା ବେଳେ ହୁଣ୍ଡିରୁ ଛୋଟ ଶିଶୁର ହାତଲେଖା ଚିଠି ଚର୍ଚ୍ଚାର ବିଷୟ ପାଲଟିଛି ।