ସ୍ପଞ୍ଜ ଆଇରନ କାରଖାନା ଯୋଗୁଁ ବୃଦ୍ଧି ପାଉଛି ପ୍ରଦୂଷଣ । ଅତିଷ୍ଠ ହେଲେଣିି ପରଙ୍ଗ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଲୋକେ, ଦେଲେ ଆନ୍ଦୋଳନ ଚେତାବନୀ ।