କୃମି ଓ ରକ୍ତହୀନତା କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଅଭିଯାନ । 10 ତାରିଖରେ 1ରୁ 19 ବର୍ଷ ବୟସର ସମସ୍ତ ପିଲାମାନଙ୍କୁ ଅଙ୍ଗନବାଡ଼ିରେ କୃମି ନାଶକ ଔଷଧ ଦିଆଯିବ ।