ୟୁ ଟର୍ଣ୍ଣ ସରକାର କହି ମୋହନ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । ସେପଟେ ସରକାରଙ୍କୁ ପରାମର୍ଶ ଦେବା ପାଇଁ କଂଗ୍ରେସର ଯୋଗ୍ୟତା ନାହିଁ କହିଲା ବିଜେପି ।