ବିଶ୍ବବିଦ୍ୟାଳୟରେ ନିୟମିତ କୁଳପତି ନିଯୁକ୍ତି ଦାବି; ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି
2026-02-10 1 Dailymotion
ରାଜ୍ୟରେ ବିଶ୍ବବିଦ୍ୟାଳୟମାନଙ୍କରେ ଖାଲି ପଡ଼ିଥିବା କୁଳପତି ପଦବୀ ନିଯୁକ୍ତି ଦାବିରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟି ଦାବି ଜଣାଇଛି ଯୁବ ଓ ଛାତ୍ର ବିଜେଡି । ପ୍ରତିକ୍ରିୟା ରଖିଲା ବିଜେପି ।