ସିଏସ୍-ମିଲର୍ସ ସଂଘ ବୈଠକ; ଫିଟିଲା ସମାଧାନର ବାଟ, ଖୁବଶୀଘ୍ର ଉଠିବ ଧାନ
2026-02-10 1 Dailymotion
ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମିଲରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନିଖିଳ ଓଡ଼ିଶା ରାଇସ୍ ମିଲର୍ସ ସଂଘ ସହିତ ଆଲୋଚନା କରିଛନ୍ତି ।