ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଫେବୃଆରୀ ୧୨ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା । ସମର୍ଥନ କରିଛି କଂଗ୍ରେସ । ବନ୍ଦକୁ ନୈତିକ ସମର୍ଥନ ଜଣାଇଲା ବ୍ୟାଙ୍କ କର୍ମଚାରୀ ସଙ୍ଘ ।