MSMEରେ ଶିଳ୍ପକୁ ମିଳିବ 20 ହଜାର କୋଟିର ପ୍ରୋତ୍ସାହନ ରାଶି: ଅଜୟ ଆଲୋକ
2026-02-11 1 Dailymotion
ଚଳିତବର୍ଷର ବଜେଟକୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ମୋଦିଙ୍କ ରିଫର୍ମ ଏକ୍ସପ୍ରେସ ବଜେଟ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା, ଡଃ ଅଜୟ ଆଲୋକ । ଆଜି ସମ୍ବଲପୁର ଗସ୍ତରେ ଆସି ପହଞ୍ଚିଛନ୍ତି l