ନୟାଗଡ଼ରେ ବିଜେଡିର ବିକ୍ଷୋଭ: ଟ୍ରାକ୍ଟରରେ ଧାନ ବସ୍ତା ଆଣି ପ୍ରତିବାଦ କଲେ, ଦାବିପତ୍ର ଦେଲେ
2026-02-11 16 Dailymotion
ଅଭିନବ ଉପାୟରେ ଟ୍ରାକ୍ଟରରେ ଧାନ ବସ୍ତା ରଖି ବିଜେଡ଼ି ନେତା କର୍ମୀମାନେ ରାଲିରେ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ ଭାଙ୍ଗି ଭିତରକୁ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।