କେନ୍ଦ୍ରସରକାରରେ ଓଡିଶାରୁ ୨୦ ସାଂସଦ ଅଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଓଡ଼ିଶାର । ମୁଖ୍ୟମନ୍ତ୍ରୀ ମଧ୍ୟ ଜନଜାତି ସମ୍ପ୍ରଦାୟର । ଏସବୁ ସତ୍ତ୍ୱେ ଓଡ଼ିଆଙ୍କ ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ଦେଖାଉଛି ।